Announcements

⬅ Back

୨୦୨୬ ର ଫଟୋ ଓ ଭିଡ଼ିଓ ଖୁବଶୀଘ୍ର ଆସିଯିବ !

ଚଳିତ ବର୍ଷର ରଥଯାତ୍ରା ଫଟୋ ସବୁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଉପଲବ୍ଧ ହୋଇଯିବ ଓ ଭିଡିଓ ଆଜି ରାତି ୧୦ ଘଟିକା ସମୟରେ ଉପଲବ୍ଧ ହୋଇଯିବ । ନୂଆ ଫଟୋ ଓ ଭିଡ଼ିଓ ଗୁଡିକକୁ ପ୍ରଥମେ ପାଇବା ପାଇଁ Notification କୁ On କରିଦିଅନ୍ତୁ ।

୨୦୨୬ ର ସିଧାପ୍ରସାରଣ ଉପଲବ୍ଧ !

ଚଳିତ ବର୍ଷର ରଥଯାତ୍ରାକୁ ଏବେ Live ଆମ Youtube Channel ମାଧ୍ୟମରେ ଦେଖିପାରିବେ । ଦେଖିବା ପାଇଁ ଏବେ ହିଁ Youtube Channel ରେ Subscribe କରି Notification On କରିଦିଆନ୍ତୁ ।

କାର୍ଯ୍ୟସୂଚୀ ଉପଲବ୍ଧ !

ଆମ ରଥଯାତ୍ରାରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ଜାଣିବା ପାଇଁ ଦୟାକରି କାର୍ଯ୍ୟସୂଚୀ (Schedule) କୁ ଦେଖନ୍ତୁ ।

ଅଧିକ ବିବରଣୀ !

ଅନୁଷ୍ଠିତ ହେଉଥିବା ସୁସଜ୍ଜିତ ପ୍ରତିଯୋଗିତା ଓ ବାହୁଡ଼ାଯାତ୍ରା ରେ ହେବାକୁ ଯାଉଥିବା ନୃତ୍ୟ ଝଙ୍କାର "ଭକ୍ତି ମୂର୍ଚ୍ଛନା" ରେ ନାମ ଦେବାପାଇଁ Contact Section ରେ ଦିଆଯାଇଥିବା ଯୋଗାଯୋଗ ମାଧ୍ୟମ ଦ୍ଵାରା ଆମ ସହିତ ଯୋଗାଯୋଗ କରନ୍ତୁ।