ପହଣ୍ଡି ବିଜେ : ଅପରାହ୍ନ ୩ ଘଟିକାରେ
ପହୁଣ୍ଡ ମଣୋହି : ଅପରାହ୍ନ ୪ ଘଟିକାରେ
ରଥଟଣା : ଅପରାହ୍ନ ୫ ଘଟିକାରେ
ସନ୍ଧ୍ୟା ଆଳତୀ : ରାତ୍ରି ୯ ଘଟିକାରେ
ରଥଟଣା : ଅପରାହ୍ନ ୫ ଘଟିକାରେ
ଭଜନ ସମାରୋହ "ଭକ୍ତି ନୌବେଦ୍ୟ" : ସନ୍ଧ୍ୟା ୭ ଘଟିକାରେ
ସନ୍ଧ୍ୟା ଆଳତୀ : ରାତ୍ରି ୯ ଘଟିକାରେ
ଭଜନ ସଂକୀର୍ତ୍ତନ : ସନ୍ଧ୍ୟା ୭ ଘଟିକାରେ
ସନ୍ଧ୍ୟା ଆଳତୀ : ରାତ୍ରି ୯ ଘଟିକାରେ
ମଣୋହି : ଦିବା ୧୨ ଘଟିକାରେ
ପ୍ରସାଦସେବନ : ଦିବା ୧୨ ଘଟିକାରେ
ଦକ୍ଷିଣ ମୋଡ଼ : ଅପରାହ୍ନ ୩ ଘଟିକାରେ
ରଥଟଣା : ଅପରାହ୍ନ ୫ ଘଟିକାରେ
ନୃତ୍ୟ ଝଙ୍କାର "ଭକ୍ତି ମୂର୍ଚ୍ଛନା" : ସନ୍ଧ୍ୟା ୭ ଘଟିକାରେ
ସନ୍ଧ୍ୟା ଆଳତୀ : ରାତ୍ରି ୯ ଘଟିକାରେ